Thursday, 10 November 2022

ସମ୍ବଳର 4 ଗୋଟି ବିଶେଷତ୍ୱ ହେଉଛି :


ସମ୍ବଳର 4 ଗୋଟି ବିଶେଷତ୍ୱ ହେଉଛି :


(ଉପଯୋଗିତା (Utility)

(କାର୍ଯ୍ୟ ଦକ୍ଷତା (Functionality) 

(୩) ସୁଲଭତା (Availability)

(ପରିବର୍ତ୍ତନଶୀଳତା (changability) ।

ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ ।

ଦ୍ୱିତୀୟତଃ ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ଆବଶ୍ୟକ

ତୃତୀୟତଃ ଏହାର ସୁଲଭତା ଥିବା ଆବଶ୍ୟକ, ଏବଂ

ଚତୁର୍ଥତଃ ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପାୟରେ ଏହାକୁ ପରିବର୍ତ୍ତନ କରାଯାଇ ପାରୁଥିବା ଆବଶ୍ୟକ ।

ମାନବ ସମ୍ବଳ କୁହାଯାଏ

 

ମାନବ ସମ୍ବଳ କୁହାଯାଏ

1.       ଅନେକ ଭାବନ୍ତି ଯେ ସମ୍ବଳ ହେଉଛି ପ୍ରକୃତିର ଏକ ମୁକ୍ତ ଦାନ 

2.       ମାତ୍ର ଏହା ଯଥାର୍ଥ ନୁହେଁ 

3.       ସମ୍ବଳ ହେଉଛି ମାନବୀୟ କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ 

4.       ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ 

5.       କାରଣ ମନୁଷ୍ୟକୁ ସମ୍ବଳର ସ୍ରଷ୍ଟାଉପଭୋକ୍ତା  କ୍ଷୟକାରୀ ଶକ୍ତି ଭାବରେ ବିଚାର କରାଯାଏ 

6.   ତେଣୁ ଆର୍ଥନୀତିକ ଭୂଗୋଳରେ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ଭାବରେ ଗ୍ରହଣ କରାଯାଇଥାଏ 

7.       କାରଣ ଉତ୍ପାଦନବଣ୍ଟନବ୍ୟବହାର  କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରାହିଁ ସମାହିତ ହୋଇଥାଏ 

8.       ସେଥିାଇଁ ମନୁଷ୍ୟକୁ ମଧ୍ୟ ଏକ ସମ୍ବଳ ଭାବରେ ଗ୍ରହଣ କରାଯାଇଥାଏଯାହାକୁ ମାନବ ସମ୍ବଳ କୁହାଯାଏ 

9.       କୌଣସି ଦେଶର ଲୋକମାନଙ୍କର ଜୀବନ ଧାରଣର ମାନ ଉକ୍ତ ଦେଶର ସମ୍ବଳ  ଜନସଂଖ୍ୟାର ଗୁଣ  ଆକାର ଉପରେ ନିର୍ଭର କରିଥାଏ 

10.   ତେଣୁ କୌଣସି ଦେଶର ସଭ୍ୟତା କିମ୍ବା ଆର୍ଥନୀତିକ ବିକାଶ ଉକ୍ତ ଦେଶର ଜନସଂଖ୍ୟାପ୍ରାକୃତିକ ସମ୍ବଳ  ମନୁଷ୍ୟମାନଙ୍କର ସମ୍ବଳ ବ୍ୟବହାରକାରୀ   ଗୁଣ ଉପରେ ନିର୍ଭର କରିଥାଏ 

 


ପ୍ରଥମ ଅଧ୍ୟାୟ ସମ୍ବଳ sambala in odia

 

ପ୍ରଥମ ଅଧ୍ୟାୟ

ସମ୍ବଳ

 

·

ପ୍ରାକୃତିକ ପରିବେଶ ର ସାମଗ୍ରୀଗୁଡ଼ିକର ପ୍ରାକୃତିକ  ଭୌତିକ ଗୁଣରେ ପର୍ଯ୍ୟାୟକ୍ରମେ କେତେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ 

·         ସାମଗ୍ରୀଗୁଡ଼ିକ ଅପେକ୍ଷା ସେଥିରୁ ଉତ୍ପାଦିତ ଉତ୍ପାଦଗୁଡ଼ିକ ଅଧିକ ମୂଲ୍ୟବାନ ହୋଇଥାଏ 

 

 

ସଂଜ୍ଞା  (Defination )

1.       ଏଥିରୁ ତୁମେ ଜାଣିଲମନୁଷ୍ୟର ବ୍ୟକ୍ତିଗତ ତଥା ସାମାଜିକ ଆବଶ୍ୟକତା ପୂରଣ କରିବାରେ

2.   ଉପଯୋଗୀ  ମୂଲ୍ୟବାନ ବିବେଚିତ ହେଉଥିବା

3.    ପରିବେଶର ବିଭିନ୍ନ ପଦାର୍ଥ (ଜୈବଅଜୈବ  ଅନ୍ୟାନ୍ୟତଥା ଶକ୍ତି ଇତ୍ୟାଦି

4.   ଯାହା ପ୍ରାଦ୍ୟୋଗିକ ଦୃଷ୍ଟିକୋଣରୁ ସୁଗମ୍ୟଆର୍ଥନୀତିକ ଦୃଷ୍ଟିକୋଣରୁ ସମ୍ଭବ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ ତାକୁ ସମ୍ବଳ ( Resources କୁହାଯାଏ 

 

(ଆମ ପରିବେଶରେ ଉପଲବ୍ଧ ସମସ୍ତ ଜିନିଷ ଯାହା ଆମର ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟବହୃତ ହୋଇପାରିବ, ପ୍ରଦାନ କରାଯାଇଥାଏ, ଏହା ପ୍ରାଦ୍ୟୋଗିକ (technologically) ଦୃଷ୍ଟିରୁ ସୁଗମ, ଆର୍ଥନୀତିକ ଦୃଷ୍ଟିରୁ ସମ୍ଭବ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଗ୍ରହଣୀୟ ହୋଇପାରେ ' ସମ୍ବଳ ' ବୋଲି କୁହାଯାଇପାରେ |)

 

 

·         ଅଜ୍ଞାତ ହୋଇ ରହିଥିବା ପଦାର୍ଥ ସମ୍ବଳରୂପେ ବିବେଚିତ ହୋଇ  ଥାଏ 

·         ସନ୍ଧାନ କରି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ ତାହା ସମ୍ବଳରୂପେ ବିବେଚିତ ହୋଇଥାଏ 

·         ସମ୍ବଳକୁ ଗଚ୍ଛିତ ଅବସ୍ଥାରୁ ଯେତିକି ପରିମାଣରେ ବିକଶିତ କରିପାରିଛି ସେ ଦେଶର ଆର୍ଥନୀତିକ ଅବସ୍ଥା ସେତିକି ପରିମାଣରେ ସମୃଦ୍ଧ ହୋଇପାରିଛି 

 

·         ସମ୍ବଳ ସିଧାସଳଖ ବ୍ୟବହାର  , ରୂପାନ୍ତରିତ କରି ବ୍ୟବହାର ଉପଯୋଗୀ କରାଯାଇଥାଏ 

· ଏହି ରୂପାନ୍ତରଣ ପ୍ରକ୍ରିୟା ପ୍ରାକୃତିକ ପରିବେଶରେ ପ୍ରକୃତିମନୁଷ୍ୟପ୍ରାଦ୍ୟୋଗ  ଅନୁଷ୍ଠାନ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ଉପରେ ନିର୍ଭର କରିଥାଏ 

 

ମାନବ ସମ୍ବଳ କୁହାଯାଏ

1.       ଅନେକ ଭାବନ୍ତି ଯେ ସମ୍ବଳ ହେଉଛି ପ୍ରକୃତିର ଏକ ମୁକ୍ତ ଦାନ 

2.       ମାତ୍ର ଏହା ଯଥାର୍ଥ ନୁହେଁ 

3.       ସମ୍ବଳ ହେଉଛି ମାନବୀୟ କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ 

4.       ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ 

5.       କାରଣ ମନୁଷ୍ୟକୁ ସମ୍ବଳର ସ୍ରଷ୍ଟାଉପଭୋକ୍ତା  କ୍ଷୟକାରୀ ଶକ୍ତି ଭାବରେ ବିଚାର କରାଯାଏ 

6.   ତେଣୁ ଆର୍ଥନୀତିକ ଭୂଗୋଳରେ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ଭାବରେ ଗ୍ରହଣ କରାଯାଇଥାଏ 

7.       କାରଣ ଉତ୍ପାଦନବଣ୍ଟନବ୍ୟବହାର  କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରାହିଁ ସମାହିତ ହୋଇଥାଏ 

8.       ସେଥିାଇଁ ମନୁଷ୍ୟକୁ ମଧ୍ୟ ଏକ ସମ୍ବଳ ଭାବରେ ଗ୍ରହଣ କରାଯାଇଥାଏଯାହାକୁ ମାନବ ସମ୍ବଳ କୁହାଯାଏ 

9.       କୌଣସି ଦେଶର ଲୋକମାନଙ୍କର ଜୀବନ ଧାରଣର ମାନ ଉକ୍ତ ଦେଶର ସମ୍ବଳ  ଜନସଂଖ୍ୟାର ଗୁଣ  ଆକାର ଉପରେ ନିର୍ଭର କରିଥାଏ 

10.   ତେଣୁ କୌଣସି ଦେଶର ସଭ୍ୟତା କିମ୍ବା ଆର୍ଥନୀତିକ ବିକାଶ ଉକ୍ତ ଦେଶର ଜନସଂଖ୍ୟାପ୍ରାକୃତିକ ସମ୍ବଳ  ମନୁଷ୍ୟମାନଙ୍କର ସମ୍ବଳ ବ୍ୟବହାରକାରୀ   ଗୁଣ ଉପରେ ନିର୍ଭର କରିଥାଏ 

 

Lyrical Ballad

  Here is a summary of the preface to the Lyrical Ballads in 500 words: Wordsworth's preface to the Lyrical Ballads is an introduction t...