Thursday, 10 November 2022

ସମ୍ବଳର 4 ଗୋଟି ବିଶେଷତ୍ୱ ହେଉଛି :


ସମ୍ବଳର 4 ଗୋଟି ବିଶେଷତ୍ୱ ହେଉଛି :


(ଉପଯୋଗିତା (Utility)

(କାର୍ଯ୍ୟ ଦକ୍ଷତା (Functionality) 

(୩) ସୁଲଭତା (Availability)

(ପରିବର୍ତ୍ତନଶୀଳତା (changability) ।

ପ୍ରଥମତଃ ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେବା ଆବଶ୍ୟକ ।

ଦ୍ୱିତୀୟତଃ ସମ୍ବଳ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବା ଆବଶ୍ୟକ

ତୃତୀୟତଃ ଏହାର ସୁଲଭତା ଥିବା ଆବଶ୍ୟକ, ଏବଂ

ଚତୁର୍ଥତଃ ବ୍ୟବହାର ଅନୁସାରେ ବୈଜ୍ଞାନିକ ଉପାୟରେ ଏହାକୁ ପରିବର୍ତ୍ତନ କରାଯାଇ ପାରୁଥିବା ଆବଶ୍ୟକ ।

No comments:

Post a Comment

Lyrical Ballad

  Here is a summary of the preface to the Lyrical Ballads in 500 words: Wordsworth's preface to the Lyrical Ballads is an introduction t...