Thursday, 10 November 2022

ମାନବ ସମ୍ବଳ କୁହାଯାଏ

 

ମାନବ ସମ୍ବଳ କୁହାଯାଏ

1.       ଅନେକ ଭାବନ୍ତି ଯେ ସମ୍ବଳ ହେଉଛି ପ୍ରକୃତିର ଏକ ମୁକ୍ତ ଦାନ 

2.       ମାତ୍ର ଏହା ଯଥାର୍ଥ ନୁହେଁ 

3.       ସମ୍ବଳ ହେଉଛି ମାନବୀୟ କାର୍ଯ୍ୟକଳାପର କ୍ରିୟାତ୍ମକ ବସ୍ତୁ 

4.       ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ 

5.       କାରଣ ମନୁଷ୍ୟକୁ ସମ୍ବଳର ସ୍ରଷ୍ଟାଉପଭୋକ୍ତା  କ୍ଷୟକାରୀ ଶକ୍ତି ଭାବରେ ବିଚାର କରାଯାଏ 

6.   ତେଣୁ ଆର୍ଥନୀତିକ ଭୂଗୋଳରେ ମନୁଷ୍ୟକୁ ଏକ ମୁଖ୍ୟ କର୍ତ୍ତା ଭାବରେ ଗ୍ରହଣ କରାଯାଇଥାଏ 

7.       କାରଣ ଉତ୍ପାଦନବଣ୍ଟନବ୍ୟବହାର  କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରାହିଁ ସମାହିତ ହୋଇଥାଏ 

8.       ସେଥିାଇଁ ମନୁଷ୍ୟକୁ ମଧ୍ୟ ଏକ ସମ୍ବଳ ଭାବରେ ଗ୍ରହଣ କରାଯାଇଥାଏଯାହାକୁ ମାନବ ସମ୍ବଳ କୁହାଯାଏ 

9.       କୌଣସି ଦେଶର ଲୋକମାନଙ୍କର ଜୀବନ ଧାରଣର ମାନ ଉକ୍ତ ଦେଶର ସମ୍ବଳ  ଜନସଂଖ୍ୟାର ଗୁଣ  ଆକାର ଉପରେ ନିର୍ଭର କରିଥାଏ 

10.   ତେଣୁ କୌଣସି ଦେଶର ସଭ୍ୟତା କିମ୍ବା ଆର୍ଥନୀତିକ ବିକାଶ ଉକ୍ତ ଦେଶର ଜନସଂଖ୍ୟାପ୍ରାକୃତିକ ସମ୍ବଳ  ମନୁଷ୍ୟମାନଙ୍କର ସମ୍ବଳ ବ୍ୟବହାରକାରୀ   ଗୁଣ ଉପରେ ନିର୍ଭର କରିଥାଏ 

 


No comments:

Post a Comment

Lyrical Ballad

  Here is a summary of the preface to the Lyrical Ballads in 500 words: Wordsworth's preface to the Lyrical Ballads is an introduction t...